ନୃସିଂହ ପୁରାଣ Nṙusiṁha purāṇa

  • ସଂ. ବି — ବିଷ୍ଣୁଙ୍କ ନୃସିଂହ ଅବତାରର ଲୀଳା ବର୍ଣ୍ଣନାତ୍ମକ ଉପପୁରାଣବିଶେଷ — Name of a secondary Purāṇa enumerating the exploits of the incarnation of Nṛusiṁha
  • ସଂ. ବି — [ଦ୍ର—ପୀତାମ୍ବର ଦାସଙ୍କ ରଚିତ ସପ୍ତରତ୍ନାକର ବା ଖଣ୍ଡବିଶିଷ୍ଟ ଓଡ଼ିଆଭାଷାର ନୃସିଂହ ପୁରାଣରେ ନୃସିଂହ ଅବତାରରେ ମୁରାସୁରବଧ ବିଷୟ ବର୍ଣ୍ଣିତ ହୋଇଅଛି; କିନ୍ତୁ ହିରଣ୍ୟକଶିପୁ ବଧ ବିଷୟ ନାହିଁ। ଏହା କୌଣସି ସଂସ୍କୃତ ଗ୍ରନ୍ଥର ଅନୁବାଦ ନୁହେଁ ବୋଲି ଅନୁମିତ ହୁଏ, କିନ୍ତୁ ନୃସିଂହପୁରାଣ ନାମରେ ସଂସ୍କୃତରେ ଏକ ଉପପୁରାଣ ଥିବାର ହି. ଶବ୍ଦସାଗରେ ଉଲ୍ଲେଖ ଅଛି।]