ନୃଶଂସ Nṛuṡaṁsa
- ସଂ. ବିଣ. ପୁଂ. (ନୃ=ନର+ଶନ୍ସ ଧାତୁ=ହିଂସା କରିବା+ କର୍ତ୍ତୃ. ଅ) — ନିର୍ଦ୍ଦୟ; କ୍ରୁର — Cruel; unkind; merciless; noxious
- ସଂ. ବିଣ. ପୁଂ. (ନୃ=ନର+ଶନ୍ସ ଧାତୁ=ହିଂସା କରିବା+ କର୍ତ୍ତୃ. ଅ) — ହିଂସ୍ର; ହିଂସାପରାୟଣ — Malicious
- ସଂ. ବିଣ. ପୁଂ. (ନୃ=ନର+ଶନ୍ସ ଧାତୁ=ହିଂସା କରିବା+ କର୍ତ୍ତୃ. ଅ) — ପରାନିଷ୍ଟକାରୀ — Malevolent; malignant