ନୃପ ସୁତା Nṛupasutā

  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ନୃପ+ସୁତା) — ରାଜକନ୍ୟା — A king's daughter
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ନୃପ+ସୁତା) — ଚୁଚୁନ୍ଦୁରା (ହି.ଶ) — Shrew; mole