ନୃତ୍ୟ କାରକ Nṛutya kāraka

  • ସଂ. ବି. ପୁଂ. (ନୃତ୍ୟ+କୃ ଧାତୁ+କର୍ତ୍ତୃ.ଅକ) — ନାଟୁଆ — A dancer
  • ସଂ. ବିଣ. ପୁଂ — ନାଚୁଥିବା — Dancing