ନୃକପାଳ Nṛukapāḻa

  • ସଂ. ବି( 6 ଷ୍ଠୀ ତତ୍; ନୃ+କପାଳ) — ନରପାଳ; ନରମୁଣ୍ଡ — Human head
  • ସଂ. ବି( 6 ଷ୍ଠୀ ତତ୍; ନୃ+କପାଳ) — ନରମୁଣ୍ଡର ଖପୁରି — Human skull