ନୁଛିଯିବା Nuchhi j̄ibā

  • ଦେ. କ୍ରି — ଅନ୍ୟର ଶୋଭାଦିରେ ମୁଗ୍ଧ ହେବା — To be charmed with another's beauty
  • ଦେ. କ୍ରି — ଅନ୍ୟର ମଙ୍ଗଳ କାମନା କରି ତାହାର ଅମଙ୍ଗଳକୁ ଆପଣା ଉପରକୁ ପକାଇବା ପାଇଁ ମନାସିବା — To invoke blessings on a person by wishing his evil to descend upon one's self