ନୁଙ୍ଗୁଡ଼ା Nuṅguṟḍ̠ā

  • ଦେ. ବିଣ. ପୁଂ — ଲୁଙ୍ଗୁଡ଼ା; ଯେଉଁ ଲୋକ ସାନ ସାନ ବସ୍ତୁ ଚୋରି କରେ (ବ୍ୟକ୍ତି) — Pilfering
  • ଦେ. ବିଣ. ପୁଂ — ଲମ୍ପଟ — Lewd; Lecherous
  • ଦେ. ବିଣ. ପୁଂ — ଦୁଷ୍ଟ; ମନ୍ଦ — Wicked; vile
  • ଦେ. ବି — କ୍ଷୁଦ୍ର କ୍ଷୁଦ୍ର ବସ୍ତୁ ଚୋରି କରିବା ବ୍ୟକ୍ତି — Pilferer
  • ଦେ. ବି — ଲମ୍ପଟ ବ୍ୟକ୍ତି — Lecher
  • ଦେ. ବି — ମନ୍ଦ ବା ଖଳ ଲୋକ — Vile or wicked person