ନୁଙ୍ଗୁରା Nuṅgurā
- ଦେ. ବିଣ. ପୁଂ — ଅପରିଷ୍କୃତ; ଅପରିଚ୍ଛନ୍ନ; ଅତି ମଇଳା — Very filthy; dirty; soiled
- ଦେ. ବିଣ. ପୁଂ — ନିନ୍ଦ୍ୟ — Foul; blameworthy
- ଦେ. ବିଣ. ପୁଂ — ମନ୍ଦ; ଦୁଷ୍ଟ — Wicked; bad
- ଦେ. ବିଣ. ପୁଂ — ଘୃଣ୍ୟ — Detestible
- ଦେ. ବିଣ. ପୁଂ — ହୀନ — Mean
- ଦେ. ବିଣ. ପୁଂ — ନୁଙ୍ଗୁଡ଼ା (ଦେଖ) — Nuṅguṟḏā (See)
- ଦେ. ବିଣ. ପୁଂ — ଅଳିଆପୂର୍ଣ୍ଣ — Full of refuse matter
- ଦେ. ବି — ଅଳିଆ — Refuse
- ଦେ. ବି — ନୁଙ୍ଗୁଡ଼ା (ଦେଖ) — Nuṅguṟḏā (see)