ନୁଙ୍ଗୁପୁଙ୍ଗୁ ହେବା Nuṅgupuṅgu hebā

  • ଦେ. କ୍ରି — ଗତାଗତ ହେବା; ଫେର୍ ଫାର୍ ହେବା — To go about
  • ଦେ. କ୍ରି — ଲୁକ୍କାୟିତ ଭାବରେ ବୁଲିବା — To walk to and fro stealthily
  • ଦେ. କ୍ରି — କିଛି କାର୍ଯ୍ୟ ନ ଥାଇ କୌଣସି ସ୍ଥାନରେ ବୁଲିବା — To rove; to loiter; to loaf about