ନୁକେଇବା Nukeibā

  • ପ୍ରାଦେ. (ସମ୍ବଲପୁର ଓ ବାଲେଶ୍ୱର) କ୍ରି. (ସଂ. ଲୁକ୍କ୍ ଧାତୁ; ନୁକିବାର ଣିଜନ୍ତ ରୂପ; ତୁଳ. ବଂ. ନୁକାନ) — ଲୁଚାଇବା — To conceal; to hide