ନୁକୁସାନ୍(ନି) Nukusān(ni)

  • ପ୍ରାଦେ. (ସମ୍ବଲପୁର; ମେଦିନୀପୁର; ବାଲେଶ୍ୱର)— ବୈଦେ. (ଆ. ନୁକ୍ସାନ୍) ବି — ଲୋକସାନ୍; ତ୍ରୁଟି; କ୍ଷତି — Loss; injury
  • ପ୍ରାଦେ. (ସମ୍ବଲପୁର; ମେଦିନୀପୁର; ବାଲେଶ୍ୱର)— ବୈଦେ. (ଆ. ନୁକ୍ସାନ୍) ବି — ହାନି — Mischief
  • ପ୍ରାଦେ. (ସମ୍ବଲପୁର; ମେଦିନୀପୁର; ବାଲେଶ୍ୱର)— ବୈଦେ. (ଆ. ନୁକ୍ସାନ୍) ବି — ବ୍ୟବସାୟରେ କ୍ଷତି — Loss in business