ନୀୟନ୍ତା Nīyantā
- ସଂ. ବିଣ. ପୁଂ (ନୀ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଗ୍ରହୀତା — Receiving
- ସଂ. ବିଣ. ପୁଂ (ନୀ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ବହନକାରୀ — Carrying
- ସଂ. ବିଣ. ପୁଂ (ନୀ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ନେତା — Leading
- ସଂ. ବି — ବେପାରୀ — Trader
- ସଂ. ବି — ନେବା ବ୍ୟକ୍ତି — Leader
- ସଂ. ବି — ଗ୍ରହଣକାରୀ ବ୍ୟକ୍ତି — Receiver
- ସଂ. ବି — ବହନକାରୀ ବ୍ୟକ୍ତି — Carrier
- ସଂ. ବି — ବିଷ୍ଣୁଙ୍କ ନାମ — A name of Bishṇu