ନୀରଜ Nīraja

  • ସଂ. ବି (ନୀର୍=ଜଳ+ଜନ୍ ଧାତୁ=ଜାତହେବା+କର୍ତ୍ତୃ. ଅ) — ପଦ୍ମ; ଜଳଜ — Lotus
  • ସଂ. ବି (ନୀର୍=ଜଳ+ଜନ୍ ଧାତୁ=ଜାତହେବା+କର୍ତ୍ତୃ. ଅ) — ମୁକ୍ତା — Pearl
  • ସଂ. ବି (ନୀର୍=ଜଳ+ଜନ୍ ଧାତୁ=ଜାତହେବା+କର୍ତ୍ତୃ. ଅ) — ଓଧ; ଉଦ୍ୱିଡ଼ାଳ — Otter
  • ସଂ. ବି (ନୀର୍=ଜଳ+ଜନ୍ ଧାତୁ=ଜାତହେବା+କର୍ତ୍ତୃ. ଅ) — କୁଢ଼ — A medicinal herb
  • ସଂ. ବିଣ — ଜଳଜାତ — Aquatic