ନୀବାର Nībāra

  • ସଂ. ବି (ନି+ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ଅ) — ବାଳୁଙ୍ଗାଧାନ — Paddy growing wild or without culture