ନୀହାରିକା Nīhārikā

  • ସଂ. ବି. (ନୀହାର+କ+ସ୍ତ୍ରୀ. ଆ) — ନୀହାର ସ୍ତୂପବତ୍ ପ୍ରତୀୟମାନ ଘନସନ୍ନିବିଷ୍ଟ ନକ୍ଷତ୍ର— ପୁଞ୍ଜ — The Nebula
  • ସଂ. ବି. (ନୀହାର+କ+ସ୍ତ୍ରୀ. ଆ) — [ଦ୍ର—ହିନ୍ଦୁ ଜ୍ୟୋତିଷର 27 ନକ୍ଷତ୍ର ମଧ୍ୟରୁ 8 ମ ବା ପୁଷ୍ୟା ନକ୍ଷତ୍ର ଗୋଟିଏ ନୀହାରିକା ଅଟେ। ] — [ଦ୍ର—ହିନ୍ଦୁ ଜ୍ୟୋତିଷର27ନକ୍ଷତ୍ର ମଧ୍ୟରୁ8ମ ବା ପୁଷ୍ୟା ନକ୍ଷତ୍ର ଗୋଟିଏ ନୀହାରିକା ଅଟେ ]