ନୀଳିକା Nīḻikā
- ସଂ. ବି. ସ୍ତ୍ରୀ. (ନୀଳି+କ+ଆ) — ନୀଳ ଗଛ — The indigo plant
- ସଂ. ବି. ସ୍ତ୍ରୀ. (ନୀଳି+କ+ଆ) — ଆଖିର ମୋତିଆବିନ୍ଦୁରୋଗ — Cataract of the eye
- ସଂ. ବି. ସ୍ତ୍ରୀ. (ନୀଳି+କ+ଆ) — (ଦ୍ର—ଯେଉଁ ରୋଗରେ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ତାରା ବିଦ୍ୟୁତ୍ ଆଦି ଦେଖାଯାଏ କିନ୍ତୁ ପୃଥିବୀର ବସ୍ତୁମାନ ଦେଖାଯାଏ ନାହିଁ ତାକୁ ନୀଳିକା କହନ୍ତି। ହି. ଶବ୍ଦସାଗର)
- ସଂ. ବି. ସ୍ତ୍ରୀ. (ନୀଳି+କ+ଆ) — ବେଗୁନିଆ (ଦେଖ) — Beguniā (See)