ନୀଳି Nīḻi

  • ଦେ. ବିଣ. ଓ ବି. (ସଂ. ନୀଳ) — ନେଳି (ଦେଖ) — Neḻi (see)
  • ଦେ. ବି. (ସଂ. ନୀଳ) — ପାଣି ଉପରେ ମାଡ଼ିବା ଅତି କ୍ଷୁଦ୍ର ନେଳୀ; ଶିଉଳୀ — A kind of blue moss consisting of small particles spread over the surface of water