ନୀଳୀ Nīḻi

  • ସଂ. ବିଣ (ନୀଲ+ଅସ୍ତ୍ୟର୍ଥେ, ଇନ୍; ନୀଳିନ୍; 1 ମା. 1 ବ) — ନୀଳବର୍ଣ୍ଣ ବିଶିଷ୍ଟ — Blue
  • ସଂ. ବି — ନୀଳ ଗୁଳ୍ମ — Indigo plant
  • ସଂ. ବି — ନୀଳରଙ୍ଗ — Indigo colour