ନୀଳାମ୍ବର ଶର୍ମା Nīḻāmbara ṡarmā

  • ସଂ. ବି. (ନାମ) — ଜନୈକ ପଣ୍ଡିତ — Name of a learned man
  • ସଂ. ବି. (ନାମ) — [ଦ୍ର—ପାଶ୍ଚାତ୍ୟ ପଦ୍ଧତି ଅନୁସାରେ ଏ ଗୋଳ ପ୍ରକାଶ ନାମକ ସଂସ୍କୃତ ଗଣିତ ଗ୍ରନ୍ଥ ରଚନା କରିଥିଲେ; ଆହୁରି ମଧ୍ୟ ଲୀଳାବତୀଙ୍କ ପ୍ରଣୀତ ଗଣିତ ଶାସ୍ତ୍ରର ଟୀକା କରିଥିଲେ। ଏହାଙ୍କର ଜନ୍ମସ୍ଥାନ ପାଟନା ଗଡ଼ଜାତ।]