ନୀଳାଦ୍ରି ମହୋଦୟ Nīḻādri mahodaya

  • ସଂ. ବି — ପୁରୀ ଶ୍ରୀଜଗନ୍ନାଥ କ୍ଷେତ୍ରର ମାହାତ୍ମ୍ୟ ଓ ଓ ଜଗନ୍ନାଥଙ୍କ ପୂଜା ଓ ଉତ୍ସବ ବିଧି ଆଦି ବର୍ଣ୍ଣିତ ହୋଇଥିବା ସଂସ୍କୃତ ଗ୍ରନ୍ଥ ବିଶେଷ — Name of a Sanskrit work dealing with the sacred pilgrimage centre of Puri