ନୀଳାଞ୍ଜନ Nīḻān̄jana

  • ସଂ. ବି (କର୍ମଧା; ନୀଳ+ଅଞ୍ଜନ) — ତୁତ୍ଥ; ତୁତିୟା — The blue vitriol
  • ସଂ. ବି (କର୍ମଧା; ନୀଳ+ଅଞ୍ଜନ) — ସୌବିରାଞ୍ଜନ — Antimony
  • ସଂ. ବି (କର୍ମଧା; ନୀଳ+ଅଞ୍ଜନ) — ନେଳି ସୁରମା — Collyrium