ନୀଳାଞ୍ଚଳ Nīḻān̄chaḻa

  • ଗ୍ରା. ବି. (ସଂ. ନୀଳାଚଳ) — ପୁରୀ; ଶ୍ରୀକ୍ଷେତ୍ର — Puri, the seat of Lord Jagannath
  • ଗ୍ରା. ବି. (ସଂ. ନୀଳାଚଳ) — କପୋତେଶ୍ୱର ଶିରଥଳ, ନିକଟେ ପୁଣି ନୀଳାଞ୍ଚଳ। ଭୂପତି. ପ୍ରେମପଞ୍ଚାମୃତ।