ନୀଳାଚଳ Nīḻāchaḻa

  • ସଂ. ବି—(କର୍ମଧା; ନୀଳ+ଅଚଳ) — ଆସାମର ନୀଳଗିରି ପର୍ବତ — The Nilgiri hills in Assam
  • ସଂ. ବି—(କର୍ମଧା; ନୀଳ+ଅଚଳ) — ପୁରୀ ଜଗନ୍ନାଥ ଯେଉଁ ପୌରାଣିକ ପର୍ବତରେ ଅବସ୍ଥିତ — A mythological hill on which the temple of Jagannātha at Puri is said to stand
  • ସଂ. ବି—(କର୍ମଧା; ନୀଳ+ଅଚଳ) — ପୁରୀ ଶ୍ରୀକ୍ଷେତ୍ର — The town of Puri
  • ସଂ. ବି—(କର୍ମଧା; ନୀଳ+ଅଚଳ) — ଦକ୍ଷିଣଭାରତର ପୂର୍ବଘାଟ ପର୍ବତ — The Eastern ghat mountains in South India
  • ସଂ. ବି—(କର୍ମଧା; ନୀଳ+ଅଚଳ) — [ଦ୍ର—ପୌରାଣିକ ନୀଳାଚଳ ପୁରୀରେ, ଉତ୍ତର ନୀଳାଚଳ ଆସାମର କାମାଖ୍ୟା ପାହାଡ଼ ଓ ଦକ୍ଷିଣ ନୀଳାଚଳ ଦାକ୍ଷିଣାତ୍ୟ ପୂର୍ବଘାଟ ନୀଳ— ଗିରି ପର୍ବତ; ସଂଭବତଃ ଏହି ପୂର୍ବଘାଟ ପାହାଡ଼ର ଉତ୍ତର ସୀମା ପୁରୀ ଜିଲ୍ଲାକୁ ଲାଗିଥିବାରୁ ପୁରୀର ନାମ ନୀଳାଚଳ ହୋଇଅଛି।]