ନୀଳଲୋହିତା Nīḻalohitā

  • ସଂ. ବି. ସ୍ତ୍ରୀ. (ନୀଳଲୋହିତ+ଆ) — ପାର୍ବତୀ (ହି. ଶ.) — Pārabatī
  • ସଂ. ବି. ସ୍ତ୍ରୀ. (ନୀଳଲୋହିତ+ଆ) — ଭୂଇଁଜାମୁ (ହି. ଶବ୍ଦସାଗର) — A kind of blackberry