ନୀଳମେଘୀ Nīḻameghī

  • ଦେ. ବିଣ—(ସଂ. ନୀଳ+ମେଘ) — ନୀଳମେଘର ବର୍ଣ୍ଣ ବିଶିଷ୍ଟ (ଶାଢ଼ୀ) — Azure coloured (cloth)
  • ଦେ. ବିଣ—(ସଂ. ନୀଳ+ମେଘ) — ନୀଳମେଘୀ ଶାଢ଼ୀ ଗଲାପରି ଭିଡ଼ି ଖୋସାଇ ଲହସା ଖୋସା। କବିସୂର୍ଯ୍ୟ. ସଂଗୀତ।