ନୀଳମୀଳକ Nīḻamīḻaka

  • ସଂ. ବି. (ନୀଳ=ଗାଢ଼ କୃଷ୍ଣ ବର୍ଣ୍ଣ ବା ନୀଳବର୍ଣ୍ଣ+ମୀଳ ଧାତୁ ଚକ୍ଷୁ ମୁଦ୍ରିତ କରିବା+କର୍ତ୍ତୃ. ଅକ) — ଖଦ୍ୟୋତ, ଜୁଳୁଜୁଳିଆ ପୋକ — Firefly