ନୀଳମାଧବ Nīḻamādhaba
- ସଂ. ବି. (କର୍ମଧା; ନୀଳ+ମାଧବ) — ଶ୍ରୀକୃଷ୍ଣ; ବିଷ୍ଣୁ — Bishṇu; Ṡrīkṛushṇa
- ସଂ. ବି. (କର୍ମଧା; ନୀଳ+ମାଧବ) — [ଦ୍ର—ଖଣ୍ଡପଡ଼ା ଅନ୍ତର୍ଗତ ମହାନଦୀ ତୀରବର୍ତ୍ତୀ ସୁପ୍ରସିଦ୍ଧ କଣ୍ଟିଲୋପାଟଣା ଗ୍ରାମର ଗୋଟିଏ ପର୍ବତର ଶିଖର ଦେଶରେ ନୀଳମାଧବଙ୍କ ମନ୍ଦିର ପ୍ରତିଷ୍ଠିତ। ]
- ସଂ. ବି. (କର୍ମଧା; ନୀଳ+ମାଧବ) — ପ୍ରୟାଗରେ ଥିବା ବିଷ୍ଣୁ ପ୍ରତିମା — An image of Bishṇu at Allahabad
- ସଂ. ବି. (କର୍ମଧା; ନୀଳ+ମାଧବ) — [ଦ୍ର—ତ୍ରିବେଣୀରେ ସ୍ନାନ କରି ସାରି ନୀଳମାଧବଙ୍କୁ ଦର୍ଶନ କଲେ ଯାତ୍ରୀ ତ୍ରିବେଣୀ ସ୍ନାନର ଫଳ ଲାଭ କରେ।]
- ଦେ. ବି. ପୁଂ — ପୁରୁଷଙ୍କ ନାମ — A name given to males