ନୀଳପତ୍ର Nīḻapatra

  • ସଂ. ବିଣ. (ବହୁବ୍ରୀହି; ନୀଳ+ପତ୍ର) — ନେଳିଆପତ୍ରବିଶିଷ୍ଟ — Dark or blue-leaved
  • ସଂ. ବି — ନୀଳକମଳ (ହି. ଶବ୍ଦସାଗର) — The blue water-lily
  • ସଂ. ବି — କେଶୁର ତୃଣ (ହି. ଶବ୍ଦସାଗର) — Scirpus Kysor grass. (M.W.)
  • ସଂ. ବି — ଏକପ୍ରକାର ସାଳଗଛ — Bauhinea Tomentosa tree. (M.W.)
  • ସଂ. ବି — ଡାଳିମ୍ବ (ହି. ଶ.) — Pomegranate. (M.W.)