ନୀଳନ୍ଦିଦଳ Nīḻandidaḻa

  • ଦେ. ବି. (ସଂ. ନୀଳେନ୍ଦିବର ଦଳ) — ନୀଳକଇଁର ପାଖୁଡ଼ା — The petal of a blue water lily
  • ଦେ. ବି. (ସଂ. ନୀଳେନ୍ଦିବର ଦଳ) — ନୀଳନ୍ଦିଦଳ ପଦ୍ମ ଆଖି, ନୀଳା କରନ୍ତି ସର୍ବେ ଦେଖି । କମଳଲୋଚନ, ଚଉତିଶା ।