ନୀଳକୁନ୍ତଳା Nīḻakuntaḻā

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ନୀଳ+କୁନ୍ତଳ+ସ୍ତ୍ରୀ. ଆ) — ଯେଉଁ ସ୍ତ୍ରୀର କେଶ ଗାଢ଼ ନୀଳବର୍ଣ୍ଣ — (a woman) Having dark-blue hair
  • ସଂ. ବି. ସ୍ତ୍ରୀ — ଦୁର୍ଗାଙ୍କ ସଖୀବିଶେଷ — Name of a female friend of Durgā