ନୀଳକନ୍ୟା Nīḻakanyā

  • ଦେ. ବି — ଲକ୍ଷ୍ମୀ — Goddess Lakshmī
  • ଦେ. ବି — [ଦ୍ର—ସତ୍ୟଯୁଗରେ ନିତ୍ୟରାସକାଳରେ ରାଧାଙ୍କ ଅଙ୍ଗରୁ ଶ୍ରମବାରି ବୋହି କ୍ଷୀରସମୁଦ୍ରରେ ପଡ଼ିଲାରୁ ଗୋଟିଏ କନ୍ୟା ଜାତ ହେଲା । ତାହାର ନାମ ଲକ୍ଷ୍ମୀ— ବୈଷ୍ଣବ ସାହିତ୍ୟ ।]