ନୀଳ ଲୋହିତ Nīḻa lohita
- ସଂ. ବି (ବହୁବ୍ରୀହି; ନୀଳ=କଣ୍ଠ ନୀଳବର୍ଣ୍ଣ+ଲୋହିତ =କେଶ ଲୋହିତ ବର୍ଣ୍ଣ ଯାହାର) — ମହାଦେବ; ଶିବ — God Ṡiba
- ସଂ. ବି (ବହୁବ୍ରୀହି; ନୀଳ=କଣ୍ଠ ନୀଳବର୍ଣ୍ଣ+ଲୋହିତ =କେଶ ଲୋହିତ ବର୍ଣ୍ଣ ଯାହାର) — (ଯେ ନୀଳ ସେ ମଧ୍ୟ ଲୋହିତ) ନୀଳ ଓ ଲୋହିତ ବର୍ଣ୍ଣ; ବାଇଗଣି ରଙ୍ଗ — Violet colour