ନୀଲ୍ ଡାଉନ୍ Nīl ḍāun
- ବୈଦେ. ବି (ଇଂ. ନୀଲ୍ ଡାଉନ୍=କ୍ରିୟା; ଆଣ୍ଠୁ ମାଡ଼ି ବସିବା) — ଶିଶୁ ଛାତ୍ରମାନଙ୍କୁ ଦଣ୍ଡ ସ୍ୱରୂପ ଦିଆଯିବା ଆଣ୍ଠୁ ମାଡ଼ି ବସିବା ଦଣ୍ଡ — Kneeling down for some time meted as a punishment to offending children in schools
- ବୈଦେ. ବିଣ — ଆଣ୍ଠୁ ମାଡ଼ି ବସିବା ଦଣ୍ଡ ପ୍ରାପ୍ତ (ଛାତ୍ର) — (a child student) Punished by being made to kneel down