ନୀରବିବା Nīrabibā

  • ଦେ. (ପଦ୍ୟ)କ୍ରି. — (ସଂ. ନୀରବ)—ନୀରବ ହେବା — To be silent
  • ଦେ. (ପଦ୍ୟ)କ୍ରି. — ନୀରବନ୍ତେ ଆଖଣ୍ଡଳ, ସେହି ମୁହୂର୍ତ୍ତରେ, ଖସି ଅଭିଶପ୍ତ ସ୍ୱର୍ଗୁ କ୍ଷୀଣପୁଣ୍ୟ ଯଥା— ଚିନ୍ତାମଣି, ବିକ୍ରମାଦିତ୍ୟ ।