ନୀରଧର Nīradhara

  • ସଂ. ବି. (ନୀର+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ଜଳଧର; ମେଘ — Cloud
  • ସଂ. ବି. (ନୀର+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ଯାଅ ମୋ ବାର୍ତ୍ତା ଘେନି ହେ ନୀରଧର । ରାଧାନାଥ. ମେଘଦୂତ।