ନୀରନ୍ଧ୍ର Nīrandhra

  • ସଂ. ବିଣ. (ବହୁବ୍ରୀହି; ନିର୍+ରନ୍ଧ୍ର) — ଛିଦ୍ରରହିତ — Without a hole
  • ସଂ. ବିଣ. (ବହୁବ୍ରୀହି; ନିର୍+ରନ୍ଧ୍ର) — ନିବିଡ଼; ଘନ — Thick; dense
  • ସଂ. ବିଣ. (ବହୁବ୍ରୀହି; ନିର୍+ରନ୍ଧ୍ର) — ମହାରୋଷେ ଗର୍ଜି ଆର୍ଯ୍ୟେ ପ୍ରତୁଣ୍ଡ ବିକ୍ରମେ, ନୀରନ୍ଧ୍ର ସେ ଶତ୍ରୁ ଦଳ ପକାଇଲେ ଘାଣ୍ଟି। ରାଧାନାଥ, ମହାଯାତ୍ରା ।
  • ସଂ. ବିଣ. (ବହୁବ୍ରୀହି; ନିର୍+ରନ୍ଧ୍ର) — ଗାଢ଼ — Solid
  • ସଂ. ବିଣ. (ବହୁବ୍ରୀହି; ନିର୍+ରନ୍ଧ୍ର) — ଦୋଷହୀନ — Faultless; flawless; defectless