ନୀତି ବଢ଼ାଇଇବା Nīti baṟḍ̠ẖāibā

  • ଦେ. କ୍ରି — (ରାଜାଙ୍କର ବା ଦେବତାଙ୍କର ନିତ୍ୟକର୍ମ ସମାପନ କରିବା — To finish the daily personal rites and services (of an idol or a Raja.)
  • ଦେ. କ୍ରି — ଚତ୍ୱର ଗଗନେ ଉଦେ ହୋଇ, ସତ୍ୱର ନୀତି ବଢାଇ ଦେଇ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।