ନୀଚଯୋନିଜ Nīchaj̄onija

  • ସଂ. ବିଣ. (ନୀଚ+ଯୋନି+ଜନ୍ ଧାତୁ+କର୍ତ୍ତୃ. ଅ) — ନୀଚକୁଳ ସମ୍ଭୂତ — Base born; of humble birth
  • ସଂ. ବିଣ. (ନୀଚ+ଯୋନି+ଜନ୍ ଧାତୁ+କର୍ତ୍ତୃ. ଅ) — ପଶ୍ୱାଦି ନିମ୍ନ ପ୍ରାଣିସମ୍ଭୂତ — Born of low animals or beings