ନୀଚ ଲୋକ Nīcha loka

  • ସଂ. ବି. (ନୀଚ+ଲୋକ) — ଇତର ଲୋକ — A man who does not belong to a higher caste; a vulgar person
  • ସଂ. ବି. (ନୀଚ+ଲୋକ) — ନିମ୍ନବଂଶରେ ଜାତ ବ୍ୟକ୍ତି — Man of low birth
  • ସଂ. ବି. (ନୀଚ+ଲୋକ) — ମନ୍ଦବୁଦ୍ଧି ବା ନୀଚପ୍ରକୃତିକ ବ୍ୟକ୍ତି — A mean minded person