ନୀଚ ଭୋଜ୍ୟ Nīcha bhojya
- ସଂ. ବିଣ. (ନୀଚ+ଭୋଜ୍ୟ) — (କର୍ମଧା), ହୀନ (ଖାଦ୍ୟ) — Nasty or despicable (food)
- ସଂ. ବିଣ. (ନୀଚ+ଭୋଜ୍ୟ) — ( 3 ୟା ତତ୍) ନୀଚ ବ୍ୟକ୍ତିଙ୍କ ବ୍ୟବହୃତ (ଖାଦ୍ୟ) — (3ୟା ତତ୍) ନୀଚ ବ୍ୟକ୍ତିଙ୍କ ବ୍ୟବହୃତ (ଖାଦ୍ୟ)— . (food) Eaten by low people
- ସଂ. ବି — ପଲାଣ୍ତୁ; ପିଆଜ — Onion