ନିୟାରିଆ Niyāriā
- ଦେ. ବି. ଓ ସ୍ତ୍ରୀ — ଯେଉଁ ବ୍ୟକ୍ତି ବଣିଆ ଦୋକାନର ଝଡ଼ା ଧୂଳି, ଅଙ୍ଗାର, ପାଉଁଶରୁ ସୁନା, ରୂପା ଗୁଣ୍ଡା ବାଛେ — One who searches for tiny grains of gold and silver out of the dust and sweepings of a goldsmith's shop
- ଦେ. ବି. ଓ ସ୍ତ୍ରୀ — ଯେ ବହୁ ମିଶ୍ରିତ ପଦାର୍ଥ ବା ଅଳିଆରୁ ଭିନ୍ନ ଭିନ୍ନ ବସ୍ତୁ ମାନ ପୃଥକ କରେ — A person who picks out different articles from a miscellaneous heap