ନିୟାମୀ ନାନୀ Niyāmī nānī
- ଦେ. ବି. ସ୍ତ୍ରୀ. (ବ୍ୟଙ୍ଗ୍ୟୋକ୍ତି) — ଯେଉଁ ସ୍ତ୍ରୀ ଅତିରିକ୍ତ— ଭାବରେ ଆଚାର ନିଷ୍ଠା ପାଳନ କରେ — (ironical expression) A women who is given to excessive observance of purity; a rigidly orthodox womam
- ଦେ. ବି. ସ୍ତ୍ରୀ. (ବ୍ୟଙ୍ଗ୍ୟୋକ୍ତି) — ନିୟାମୀ ନାନୀ,ଦିହରେ ମାରୁଛି ଗୋବର ପାଣି—ଢଗ।