ନିୟମବତୀ Niyamabatī

  • ସଂ. ବି. ସ୍ତ୍ରୀ. (ନିୟମ+ ବତ୍+ ସ୍ତ୍ରୀ. ଈ) — ଯେଉଁ ସ୍ତ୍ରୀର ମାସିକ ଋତୁସ୍ରାବ ଘଟୁଅଛି — A woman having the monthly courses (Apte)
  • ସଂ. ବିଣ. ସ୍ତ୍ରୀ — ନିୟମ ବା ବ୍ରତ ପାଳନକାରିଣୀ ସ୍ତ୍ରୀ — (woman) Practising religious observances