ନିୟମପାଳ Niyamapāḻa

  • ସଂ. ବି. ପୁଂ (ନିୟମ+ ପାଳି ଧାତୁ+ କର୍ତ୍ତୃ. ଅ) — ବ୍ରତପାଳନକାରୀ ବ୍ୟକ୍ତି — Observer of vows
  • ସଂ. ବି. ପୁଂ (ନିୟମ+ ପାଳି ଧାତୁ+ କର୍ତ୍ତୃ. ଅ) — ଏକ ଋଷିଙ୍କ ନାମ — Name of a sage (M.W.)
  • ସଂ. ବି. ପୁଂ (ନିୟମ+ ପାଳି ଧାତୁ+ କର୍ତ୍ତୃ. ଅ) — [ଦ୍ର—ଏହାଙ୍କ ନାମ ଅନୁସାରେ ନେପାଳ ଦେଶର ନାମକରଣ ହୋଇଅଛି — M.W.]