ନିୟମନିଷ୍ଠ Niyamanishṭha

  • ସଂ. ବିଣ. ପୁଂ (ବହୁବ୍ରୀହି; ନିୟମ+ ନିଷ୍ଠା) — ନିୟମତନ୍ତ୍ର — Strict in following fixed rules
  • ସଂ. ବିଣ. ପୁଂ (ବହୁବ୍ରୀହି; ନିୟମ+ ନିଷ୍ଠା) — ବ୍ରତପାଳନକାରୀ — Strict in the observance of religious rites