ନିୟମ ଲଙ୍ଘନ Niyama laṅghana
- ସଂ. ବି — ବିଧିକୁ ଅତିକ୍ରମ କରିବା; ବିଧିଅତିକ୍ରମଣ — Infringement of rules; transgression of a fixed rule or obligation
- ସଂ. ବି — ଅନିୟମ — Irregularity; doing ultra vires acts
- ସଂ. ବି — ପ୍ରତିଜ୍ଞାର ଅନ୍ଯଥା କରଣ; ଚୁକ୍ତିଭଙ୍ଗ — Violation of a convenant; breach of a contract