ନିୟମ ଭଙ୍ଗ Niyama bhaṅga
- ସଂ. ବି. ( 6 ଷ୍ଠୀ ତତ୍; ନିୟମ+ ଭଙ୍ଗ) — ନିର୍ଦ୍ଦିଷ୍ଟ ନିୟମର ବ୍ୟତିକ୍ରମ — Deviation from fixed rules
- ସଂ. ବି. ( 6 ଷ୍ଠୀ ତତ୍; ନିୟମ+ ଭଙ୍ଗ) — ବିଧାନକୁ ଲଙ୍ଘିବା — Violating a rule
- ସଂ. ବି. ( 6 ଷ୍ଠୀ ତତ୍; ନିୟମ+ ଭଙ୍ଗ) — ବ୍ରତ ପାଳନରେ ବ୍ୟାଘାତ — Interruption of a religious observance
- ସଂ. ବି. ( 6 ଷ୍ଠୀ ତତ୍; ନିୟମ+ ଭଙ୍ଗ) — ଚୁକ୍ତିଭଙ୍ଗ — Breach of a contract or stipulation