ନିୟମ ବିଧାନ Niyama bidhāna

  • ସଂ. ବି. ( 6 ଷ୍ଠୀ ତତ୍; ନିୟମ+ ବିଧାନ) — ବିଧି ବାନ୍ଧିବା — Act of framing rules
  • ସଂ. ବି. ( 6 ଷ୍ଠୀ ତତ୍; ନିୟମ+ ବିଧାନ) — ବ୍ୟବସ୍ଥା ପ୍ରଣୟନ — Legislation; act of framing laws