ନିୟମ କରିବା Niyama karibā

  • ଦେ. କ୍ରି — ବିଧି ପ୍ରଣୟନ କରିବା — To make a rule
  • ଦେ. କ୍ରି — ବିଧି ପ୍ରକଟନ କରିବା — To publish a rule
  • ଦେ. କ୍ରି — ହଲପ କରିବା — To swear; to take oath
  • ଦେ. କ୍ରି — ଅନାୟତ୍ତ ବିନା ଯିବାକୁ ନିୟମ କରିବି ହଂସଗମନା—ଭଞ୍ଜ. ପ୍ରେମସୁଧାନିଧି।