ନିୟତିକୁ ବଳ କାହାର Niyatiku baḻa kāhāra?

  • ଦେ. ପ୍ରବଚନ (ସଂ. ନିୟତିଃ କେନ ବାଧ୍ୟତେ) — ଦୈବ ଉପରେ ମନୁଷ୍ୟର ହାତ ନାହିଁ — (proverb) Who can stay the course of Fate?